ମଙ୍ଗଳବାର ପଞ୍ଜାବର ଆଦମପୁର ବାୟୁସେନା ଘାଟି ପରିଦର୍ଶନ କରିବା ସହ ବାୟୁସେନା କର୍ମଚାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦି।