ଭାରତ-ପାକ୍ ଉତ୍ତେଜନା ପରେ ବଢୁଛି ଉପକୂଳ ସୁରକ୍ଷା ଚିନ୍ତା । ପୋଲିସ ଡ଼ିଜିଙ୍କ କାର୍ଯ୍ୟାଳୟରେ ବସିଲା ଗୁରୁତ୍ବପୂର୍ଣ୍ଣ ବୈଠକ ।