¡Sorpréndeme!

ଜମ୍ମୁକାଶ୍ମୀରରେ ଥିବା ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଫେରାଇ ଆଣିବାକୁ ବ୍ୟବସ୍ଥା: ମୁଖ୍ୟମନ୍ତ୍ରୀ

2025-05-09 4 Dailymotion

ଓଡ଼ିଶାରେ ଥିବା ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ବଙ୍ଗୋପସାଗର ପଟୁ ଆକ୍ରମଣର ଆଶଙ୍କା ପୁରୀ, ବାଲେଶ୍ଵର, ଭଦ୍ରକ ସମେତ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳର ସୁରକ୍ଷା କଡାକଡି କରାଯାଇଛି ।