¡Sorpréndeme!

ହାଇ ଆଲର୍ଟରେ ପୁରୀ, ଶ୍ରୀମନ୍ଦିରରେ କଡା ସୁରକ୍ଷା, ହୋଟେଲରେ ଯାଞ୍ଚ

2025-05-09 8 Dailymotion

ପୁରୀ ଶ୍ରୀମନ୍ଦିର ଚାରିପାଖରେ ମୁତୟନ ହୋଇଛନ୍ତି ସଶସ୍ତ୍ର ସୁରକ୍ଷା ବାହିନୀ । ହୋଟେଲ ଗୁଡ଼ିକରେ ପୋଲିସର କଡ଼ା ଯାଞ୍ଚ ସହ ପ୍ରବେଶ ପଥରେ ନାକା ।