¡Sorpréndeme!

କଣ ଥିଲା ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟର ସ୍ଥିତି ? ଅଙ୍ଗେ ନିଭା କଥା କହିଲେ ବରିଷ୍ଠ ନାଗରିକ

2025-05-08 42 Dailymotion

୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ କିଭଳି ସତର୍କ ରହୁଥିଲେ ନାଗରିକ ? କେମିତି ଲୋକଙ୍କୁ କରୁଥିଲେ ସଚେତନ ? ସମୀର ଆଚାର୍ଯ୍ୟଙ୍କ ରିପୋର୍ଟ ।