ନିର୍ବାଚନ ପୂର୍ବରୁ ବିଜେପି କଣ ପ୍ରତିଶ୍ରୁତି ଦେଇଥିଲା ନିଜ ଇସ୍ତାହାରରେ ? ସରକାରକୁ ଆସିବା ପରେ ଏହାକୁ କେତେ ପୁରା କରିଛି। ରାଜ୍ୟବାସୀଙ୍କୁ ଏହାର ରିପୋର୍ଟ କାର୍ଡ ଦେବେ ମୋହନ ସରକାର ।