ବିଜୁ ବାବୁଙ୍କ ସାହସ ଓ ପରାକ୍ରମକୁ ମନେ ପକାଇଲା ଋଷ ।ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସୋଭିଏତ ୟୁନିୟନକୁ ସହାୟତା ଲାଗି ବିଜୁ ବାବୁଙ୍କୁ ମିଳିଲା ସ୍ବତନ୍ତ୍ର ସମ୍ମାନ ।