ଦୀଘା ଜଗନ୍ନାଥ ମନ୍ଦିର ‘ଦାରୁ’ ବିବାଦ; ରାମକୃଷ୍ଣ ଦାସମହାପାତ୍ରଙ୍କୁ ଦେଢ ଘଣ୍ଟା ପଚରାଉଚରା, ତଦନ୍ତ ନିର୍ଦ୍ଦେଶକୁ ସ୍ୱାଗତ କଲେ ଶୁଭେନ୍ଦୁ ଅଧିକାରୀ
2025-05-04 5 Dailymotion
ଉତ୍ତର ରଖିଲେ ରାମକୃଷ୍ଣ । ଦୀଘା ଜଗନ୍ନାଥ ମନ୍ଦିର ବିବାଦ ମାମଲାରେ ଦାରୁ ବିଭ୍ରାଟ ଘଟଣାର ତଦନ୍ତ ଆରମ୍ଭ । ଆଜି ରାମକୃଷ୍ଣ ଦାସମହାପାତ୍ରଙ୍କୁ ପଚରାଉଚରା ହୋଇଛି ।