MKCG ମେଡିକାଲ କଲେଜ 7 ଡାକ୍ତର ଗଲେ କୁଆଡେ ? ବର୍ଷ ବର୍ଷ ଧରି ମିଳୁନି ପତ୍ତା, ସ୍ୱାସ୍ଥ ବିଭାଗ ପାଖରେ ଅଛି ଖବର, ଥାନାରେ ହେଲା FIR
2025-05-04 203 Dailymotion
ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ 7 ଡାକ୍ତର ନିଖୋଜ ନେଇ ସ୍ୱାସ୍ଥ ବିଭାଗକୁ ଅବଗତ କରିଛନ୍ତି କର୍ତ୍ତୁପକ୍ଷ । ଏପଟେ ବିଧାୟକ କହିଲେ ସରକାରଙ୍କୁ ଜଣାଯାଇଛି ।