¡Sorpréndeme!

କୀଟନାଶକକୁ ଫୁ ! ଧାନ ଅମଳ ବେଳେ ପୋଲ କରି ଦେଉଛନ୍ତି ଚକଡ଼ା ପୋକ

2025-05-03 5 Dailymotion

ସମ୍ବଲପୁର ଧାନ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି ଚକଡ଼ା ପୋକ । ଯେତେ ଦାମୀ କୀଟନାଶକ ପ୍ରୟୋଗ କଲେ ବି କାମ ଦେଉନାହିଁ ।