¡Sorpréndeme!

ଆଗାମୀ ଦିନରେ ଓଡ଼ିଶାର ନେତୃତ୍ବ ନେବେ ନାରୀ: ମୁଖ୍ୟମନ୍ତ୍ରୀ

2025-05-01 9 Dailymotion

ଜାତୀୟ ମହିଳା ବ୍ୟବସାୟ ମେଳା 2.0 ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି । 250ଟି ଷ୍ଟଲ ଏଠାରେ ରହିଥିବା ବେଳେ 4 ତାରିଖ ପର୍ଯ୍ୟନ୍ତ ଚାଲିବ ମେଳା ।