ସମ୍ବଲପୁରରେ ଶୀତଳ ଷଷ୍ଠୀ ଯାତ୍ରାର ଆଦ୍ୟ ପର୍ବ ଥାଳଉଠା ସମ୍ପନ୍ନ ହୋଇଛି । ମାତା ପାର୍ବତୀଙ୍କୁ ଝିଅ କରିବେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ।