¡Sorpréndeme!

ନୋଟିସ ପରେ ଦ୍ବନ୍ଦ୍ବରେ ରଜିଆ ସୁଲତାନ, ପୁଅ କହିଲେ 'ସରକାରଙ୍କ ପାଖରେ ଅଛି ସବୁ କାଗଜ ପତ୍ର'

2025-04-29 16 Dailymotion

ବାଲେଶ୍ୱର ସୋରରେ ରହୁଥିବା ପାକିସ୍ତାନ ନାଗରିକ ରଜିଆ ସୁଲତାନଙ୍କୁ ନୋଟିସ । ରଜିଆଙ୍କୁ ଭାରତର ନାଗରିକତ୍ବ ମିଳିନଥିବା ଏସପି ସୂଚନା ଦେଇଛନ୍ତି ।