ରାଜ୍ୟରେ ଆହୁରି ୫ ଦିନ ଯାଏଁ କାଳବୈଶାଖୀ ବର୍ଷାର ପ୍ରଭାବ ରହିବ । କୁଆପଥର ବର୍ଷା, ବିଜୁଳି ଘଡ଼ଘଡ଼ି ସାଙ୍ଗକୁ ଝଟକା ପବନ ଘଣ୍ଟାପ୍ରତି ୫୦-୬୦ କିମି ବେଗରେ ବହିବ ।