¡Sorpréndeme!

ଓଡ଼ିଶା ସରକାର ସ୍ଥାପନ କରିବେ ୨୪ ହଜାର ନୂଆ ନଳକୂପ, ମନ୍ତ୍ରୀ କହିଲେ ରହିବନି ଜଳ ସଙ୍କଟ

2025-04-27 2 Dailymotion

ରାଜ୍ୟରେ ରହିବ ନାହିଁ ଜଳ ସଂକଟ । ୨୪ ହଜାର ନୂଆ ନଳକୂପ ସ୍ଥାପନ କରାଯିବ । ଅନ୍ତୋଦୟ ଗୃହ ଯୋଜନାରେ ୫ ଲକ୍ଷ ଘର ଦିଆଯିବ ।