ଅନୁଗୋଳ ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ପାରାଦ୍ୱୀପରୁ ଅନୁଗୋଳ ଦେଇ ରାଉରକେଲା ପର୍ଯ୍ୟନ୍ତ ହେବ ଶିଳ୍ପ କରିଡର ।