¡Sorpréndeme!

ପରଦାରେ ଓଡ଼ିଆ ଫିଲ୍ମ 'ରାକେଟ', ଶିଶୁ ଚୋରି ନେଇ ସଚେତନତା ବାର୍ତ୍ତା ଦେଉଛି ଫିଲ୍ମ

2025-04-26 2 Dailymotion

ଓଡ଼ିଆ ଫିଲ୍ମ 'ରାକେଟ' ରିଲିଜ ହୋଇଛି । ଶିଶୁ ଚୋରି ରାକେଟ ସଚେତନତାକୁ ନେଇ ପ୍ରସ୍ତୁତ ହୋଇଥିବା ବେଳେ ପ୍ରଥମ ଦିନରେ ହଲରେ ଭିଡ଼ ଦେଖିବାକୁ ମିଳିଛି ।