ଚାଷଜମିରେ ସବୁ ଖର୍ଚ୍ଚ କରି କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ଭାଗ ଚାଷୀଙ୍କୁ କିଛି ସରକାରୀ ସହାୟତା ମିଳିବାର ପ୍ରାବଧାନ ନାହିଁ ।