¡Sorpréndeme!

ପହଲଗାମରେ କେମିତି ଆତଙ୍କୀ ଗୁଳିର ଶିକାର ହେଲେ ପ୍ରଶାନ୍ତ ? ଛାତିଥରା କଥା କହିଲେ ପତ୍ନୀ

2025-04-23 256 Dailymotion

ସେଇ ଶେଷ ରୋପୱେ । ପହଲଗାମ ରୋପୱେରୁ ଓହ୍ଲାଉ ଓହ୍ଲାଉ ଆତଙ୍କବାଦୀଙ୍କ ଗୁଳିରେ ଟଳି ପଡ଼ିଲେ ବାଲେଶ୍ବର ପୁଅ ପ୍ରଶାନ୍ତ । ସ୍ତ୍ରୀ-ପୁଅ ସାମ୍ନାରେ ଚାଲିଗଲା ଜୀବନ ।