ଓଡିଶା ଛାତ୍ର ଓମ ପ୍ରକାଶ ବେହେରା ଜେଇଇ ମେନ ୨୦୨୫ ଟପ୍ପର ହୋଇଛନ୍ତି । JEE ମେନ୍ 2025 ସେସନ୍-୨ରେ ସର୍ବଭାରତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିଛନ୍ତି ।