ଉତ୍ସବ ମୁଖର ନେତାଜୀଙ୍କ ଜନ୍ମସ୍ଥାନ କଟକ । ପରାକ୍ରମ ଦିବସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନେତାଜୀଙ୍କୁ ମନେ ପକାଇଲେ ଇତିହାସ କଥା କହିଲେ ।