¡Sorpréndeme!

ନେତାଜୀଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ, କହିଲେ ଇତିହାସ ଦେଇନି ଉଚିତ୍‌ ସମ୍ମାନ

2025-01-23 1 Dailymotion

ଉତ୍ସବ ମୁଖର ନେତାଜୀଙ୍କ ଜନ୍ମସ୍ଥାନ କଟକ । ପରାକ୍ରମ ଦିବସ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନେତାଜୀଙ୍କୁ ମନେ ପକାଇଲେ ଇତିହାସ କଥା କହିଲେ ।