¡Sorpréndeme!

ଥାଇଲାଣ୍ଡ ସାଇବର ଠକ ଗିରଫ, ଇନଭେଷ୍ଟ ନାଁରେ ଲୁଟିଥିଲା ଲକ୍ଷାଧିକ ଟଙ୍କା

2025-01-22 0 Dailymotion

ଥାଇଲାଣ୍ଡରେ ବସି ଲୋକଙ୍କ ଠକିବା ପାଇଁ କରୁଥିଲା ପ୍ଲାନ, ଶ୍ବଶୁର ଘରକୁ ଆସିଥିବାବେଳେ ଠକ ସୁରେନ୍ଦ୍ରକୁ ମାଡ଼ି ବସିଲା ପୋଲିସ ।