ବଲାଙ୍ଗୀରରେ ଆରମ୍ଭ ହେଲା ୨୨ତମ ଜିଲ୍ଲାସ୍ତରୀୟ ଲୋକ ଉତ୍ସବ । ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ସାଂସଦ ସଙ୍ଗୀତା କୁମାରୀ ସିଂଦେଓ ।