ଆହୁରି ୩ ଦିନ ଓଡ଼ିଶାରେ ଲାଗି ରହିବ ଘନ କୁହୁଡ଼ି । ୫୦ ମିଟର ରହିପାରେ ଦୃଶ୍ୟମାନର ଦୂରତା । ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।