ଫେବ୍ରୁଆରୀ 9ରେ ଭାରତ ବନାମ ଇଂଲଣ୍ତ ଦିନିକିଆ କ୍ରିକେଟ ମ୍ୟାଚ୍ । ଗ୍ରାସ କଟିଂ ସହ ଗ୍ୟାଲେରୀରେ ଚାଲିଛି ରଙ୍ଗଦିଆ କାର୍ଯ୍ୟ । ଖୁବଶୀଘ୍ର ହେବ ଟିକେଟ ବିକ୍ରି ।