ବିସ୍ଫୋରଣ କଲେ ଶାସକ ଦଳର ସାଂସଦ ପ୍ରଦୀପ ପୁରୋହିତ । କହିଲେ ହତ୍ୟାକାଣ୍ଡ ପଛରେ ସେତେବେଳର ମୁଖ୍ୟମନ୍ତ୍ରୀ ଆଶାୟୀ । ଏବେ ପ୍ରମାଣିତ ହେବାକୁ ଯାଉଛି ।