¡Sorpréndeme!

ଖଣ୍ଡଗିରି ମେଳା: ସାଧୁ ସନ୍ଥଙ୍କ ପାଇଁ 1000 ଟେଣ୍ଟ ବ୍ୟବସ୍ଥା, ଯାତ୍ରାରେ ଅଶ୍ଳୀଳତାକୁ ନା

2025-01-19 1 Dailymotion

ଫେବୃଆରୀ ୪ ତାରିଖରୁ ଖଣ୍ଡଗିରି ମେଳା । ମେଳାରୁ ବଞ୍ଜାରା ହଟାଇବା ପାଇଁ ପ୍ରସ୍ତୁତ ହେବ ସମନ୍ୱୟ ସ୍କ୍ବାର୍ଡ । ସ୍ବଚ୍ଛତା, ସୁରକ୍ଷା,ଟ୍ରାଫିକ ସୁପରିଚାଳନା ଏବଂ ସାଧୁଙ୍କୁ ମୌଳିକ ସୁବିଧା ଯୋଗାଇଦେବ ବିଏମସି ।