୧୪ ବର୍ଷ ହେଲା ନିଖୋଜ ଥିବା ଆସାମର ଲକ୍ଷ୍ମୀ ମୁନି ଶେଷରେ ନିଜ ଠିକଣା ପାଇଛନ୍ତି । ତାଙ୍କୁ ଝାରସୁଗୁଡ଼ା ଅଞ୍ଚଳରୁ ଉଦ୍ଧାର କରାଯାଇ ମିଶନ ଆଶ୍ରା-୨ରେ ଭର୍ତ୍ତି କରାଯାଇଥିଲା ।