¡Sorpréndeme!

ବିଜେପି ସାଙ୍ଗଠନିକ ନିର୍ବାଚନ: ମନମୋହନ ସାମଲ ଦେଲେ ବଡ ସୂଚନା

2025-01-19 2 Dailymotion

ଦିଲ୍ଲୀରୁ ଫେରି ମନମୋହନ ସାମଲ ଦେଲେ ବଡ ସୂଚନା । କହିଲେ ଦୁଇ ଥର ସଭାପତି ଦାୟିତ୍ଵରେ ରହିବା ପରେ ବ୍ରେକ ନେଇ ପୁଣି ଥରେ ଆଉ ଗୋଟେ ଟର୍ମ ହେଇ ପାରିବେ ସଭାପତି