¡Sorpréndeme!

ପୁଣି ବଦଳିଲା ତାରିଖ, ଫେବୃୟାରୀ 1ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା: ଆଇନମନ୍ତ୍ରୀ

2025-01-18 0 Dailymotion

ଆସନ୍ତା ଫେବୃୟାରୀ ପିହାଲରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ ବ୍ୟବସ୍ଥା । ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।