¡Sorpréndeme!

ରାଜଭବନ ଲୋକଙ୍କ ନିକଟକୁ ଆସିବା ଦରକାର: ରାଜ୍ୟପାଳ

2025-01-18 0 Dailymotion

ଦର୍ଶକଙ୍କ ସହ ରାଜଭବନ ଉଦ୍ୟାନ ବୁଲିଲେ ରାଜ୍ୟପାଳ । କହିଲେ, ରାଜଭବନ ଲୋକଙ୍କ ନିକଟକୁ ଆସିବା ଦରକାର ।