ଓଡ଼ିଶାର କଳା, ସଂସ୍କୃତି ଓ ଐତିହ୍ୟକୁ ପ୍ରଶଂସା କଲେ ସିଙ୍ଗାପୁର ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ପତ୍ନୀ କିଣିଲେ ଶାଢୀ । UPIରେ କଲେ ପେମେଣ୍ଟ ।