ଭଦ୍ରକ ଗସ୍ତରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ମିଲରଙ୍କ ମନମାନିକୁ ପ୍ରଶୟ ଦିଆଯିବ ନାହିଁ । ଧାନ ନ ଉଠାଇଲେ ବ୍ଲାକ ଲିଷ୍ଟେଡ୍ ହେବେ ବୋଲି କହିଛନ୍ତି ମନ୍ତ୍ରୀ ।