ଗୃହଜିଲ୍ଲାରୁ ବର୍ଦ୍ଧିତ ବାର୍ଦ୍ଧକ୍ୟ ଭତ୍ତାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ । କହିଲେ, ସାମଗ୍ରିକ ବିକାଶକୁ ଗୁରୁତ୍ବ ଦେଇ କାର୍ଯ୍ୟକାରୀ ହେଉଛି ଯୋଜନା । ଯାହା କହିଥିଲୁ, ପୂରଣ କରୁଛୁ ।’’