ସିଏମସି କମିଶନରଙ୍କୁ ଭେଟିଛି କଟକ ନଗର କଂଗ୍ରେସର ଏକ ପ୍ରତିନିଧି ଦଳ । ସହରରେ ଥିବା ସମସ୍ୟାର ଶୀଘ୍ର ସମାଧାନ ପାଇଁ ଦାବି କରିଛି କଂଗ୍ରେସ ।