¡Sorpréndeme!

ଆଜିଠୁ କଳାହାଣ୍ଡି ଉତ୍ସବ ଘୁମୁରା 2025, 4 ଦିନ ଧରି ନୃତ୍ୟ ଗୀତରେ ଦୁଲୁକିବ ମଞ୍ଚ

2025-01-14 0 Dailymotion

ଉତ୍ସବମୁଖର ଭବାନୀପାଟଣା, ଆରମ୍ଭ ହେବାକୁ ଯାଉଛି କଳାହାଣ୍ଡି ଉତ୍ସବ ଘୁମୁରା 2025 । ସକାଳେ ମଶାଲ ଆସି ମା’ ମାଣିକେଶ୍ୱରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ବାହାରି ରେଣ୍ଡୋ ମାଝୀ ମଞ୍ଚରେ ପହଞ୍ଚିବ।