¡Sorpréndeme!

ମେଘୁଆ ରହିବ ପାଗ, ଘନ କୁହୁଡ଼ି ପାଇଁ 3 ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

2025-01-13 1 Dailymotion

ଆହୁରି ଶୀତ ବଢ଼ିବ । ତାପମାତ୍ରା 2ରୁ 4ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ । ଘନ କୁହୁଡ଼ି ପାଇଁ 3 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।