ରାଜ୍ୟରେ ଜାରି ରହିଛି ଧାନକିଣା । ମଣ୍ଡିରୁ ଚାଷୀଙ୍କ ଧାନ କିଣୁଛନ୍ତି ସରକାର । ଏବେ ସୁଦ୍ଧା 26 ଲକ୍ଷ 28 ହଜାର 228 ମେଟ୍ରିକ ଟନ ଧାନ ସରକାର କିଣି ସାରିଲାଣି ।