କୋରାପୁଟ ବ୍ରାଉନ ଭ୍ୟାଲି କଫି ବଗିଚାରେ ଅଳେଇଚ ଚାଷ କରି ଲାଭବାନ ଚାଷୀ । ବର୍ଷକୁ 2 କ୍ବିଣ୍ଟାଲ ଉତ୍ପାଦନ ହେଉଥିବା ବେଳେ କେଜି ପ୍ରତି 2500 ଟଙ୍କାରେ ବିକ୍ରି ହେଉଛି ।