¡Sorpréndeme!

ଲୋକଙ୍କ ରାଜ୍ୟପାଳ ଥିଲେ, ବିଜେପି କାହିଁକି ତଡିଲା: ଅରୁଣ

2025-01-12 0 Dailymotion

ରାଜ୍ୟଭବନକୁ ବିଜେପି ପାର୍ଟି ଅଫିସ୍‌ କରିଥିଲେ । ଅଭିଯୋଗ ଶୁଣିବା ଆଳରେ ବିଜେପିର ପ୍ରଚାର କରୁଥିଲେ । ପୁଅ ମାଡ ମାରି ଗିରଫ ହେଲେନି କାହିଁକି । ରଘୁବରଙ୍କ ପ୍ରସଙ୍ଗରେ ବର୍ଷିଲେ ଅରୁଣ ।