ସରପଞ୍ଚ ଓ ସମିତିସଭ୍ୟଙ୍କ ଆଲୋଚନା କଲା ଟିମ୍ । ଦୀପାଳି ଓ ବିଶାଲ ଥିଲେ ଉପସ୍ଥିତ । ନବୀନଙ୍କୁ ରିପୋର୍ଟ ପ୍ରଦାନ ପରେ ପରବର୍ତ୍ତୀ ନିଷ୍ପତ୍ତି ।