ପ୍ରବାସୀ ଭାରତୀୟ ଦିବସର ଶେଷ ଦିନରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ମିଳିତ ପ୍ରେସମିଟ, ପ୍ରବାସୀ ଭାରତୀୟଙ୍କ ସହ ଯୋଗାଯୋଗରେ ରହିବାକୁ ନିୟୋଜିତ ହେବେ ନୋଡାଲ ଅଫିସର