ବିଦେଶୀ ଅତିଥିଙ୍କ ପ୍ରଥମ ପସନ୍ଦ ପାଲଟିଛି ଦେଶୀ ଚାଦର । ପ୍ରବାସୀଙ୍କ ମୁହଁରେ କେବଳ ଡଙ୍ଗରିଆ କନ୍ଧଙ୍କ ଶାଲ୍ର ପ୍ରଶଂସା ।