¡Sorpréndeme!

ତେଲେଙ୍ଗାନାରେ ଓଡ଼ିଶା ବସ ଦୁର୍ଘଟଣାଗ୍ରସ୍ତ, ୫ ଶ୍ରମିକ ମୃତ

2025-01-10 0 Dailymotion

ତେଲେଙ୍ଗାନାରେ ଓଡ଼ିଶା ବସ ଦୁର୍ଘଟଣାଗ୍ରସ୍ତ । ଓଡ଼ିଶାରୁ ଆସିଥବା ୫ ଶ୍ରମିକଙ୍କ ମୃତ୍ୟୁ । ଏକାଧିକ ଚିକିତ୍ସାଧୀନ ।