ହାଇୱା ଚଢାଇ ଦୁଇ ବିଜେପି ନେତାଙ୍କୁ ହତ୍ୟା କରିଥିବା ଅଭିଯୁକ୍ତର ତିନିଦିନିଆ ରିମାଣ୍ଡ ଅବଧି ଶେଷ । ପୁଣଇ ଥରେ ରିମାଣାଡରେ ଅଣାଯିବା ସହ ହେବ ପଲିଗ୍ରାଫ ଟେଷ୍ଟ ।