¡Sorpréndeme!

ବଦଳିଛି ଓଡିଶା, ସ୍ୱାସ୍ଥ୍ୟ କ୍ଷେତ୍ରରେ ପଛରେ ନାହିଁ ଭାରତ: ପ୍ରବାସୀ ଡାକ୍ତର

2025-01-08 0 Dailymotion

ମହାବାତ୍ୟା ସମୟର ସ୍ଥିତି ମନେ ପକାଇଲେ । କହିଲେ ସ୍ଥିତି ବଦଳିଛି । ବିଶ୍ବରେ ଭାରତର ଗୁରୁତ୍ବ ବଢୁଛି । ସ୍ବାସ୍ଥ୍ୟ ଓ ଟେକ୍ନୋଲୋଜିରେ ପରିବର୍ତ୍ତନ ଦେଖି ଆମେ ଗର୍ବିତ ।