ନୟାଗଡ଼ ଜିଲ୍ଲାରେ ଧାନ ମଣ୍ଡି ଖୋଲିବା ସହ ଧାନକିଣା ପ୍ରକ୍ରିୟା ଆରମ୍ଭ । ୫୩ ହଜାର ୮ ଶହ ୪୯ ଜଣ ଚାଷୀ କରିଛନ୍ତି ପଞ୍ଜିକରଣ ।