ରାଜ୍ୟ ସଂଗ୍ରହାଳୟରେ ଉଦଘାଟିତ ହୋଇଯାଇଛି ୯ଟି ନୂଆ ଗ୍ୟାଲେରୀ । ମ୍ୟୁଜିୟମରେ ମିଠା ଓ ପିଠାର ମଜା ମଧ୍ୟ ନେଇପାରିବେ ପ୍ରବାସୀ ।