ଦିବ୍ୟାଙ୍ଗଙ୍କ ପାଇଁ ବି ଗଡ଼ିଲା ସ୍ୱତନ୍ତ୍ର ହ୍ୱିଲଚେୟାର ଲିପ୍ଟିଂ ବସ୍ । ପତାକା ଦେଖାଇ ଶୁଭାରମ୍ଭ କରିବା ପରେ ନିଜେ ବସରେ ବୁଲିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।